Spread the love

ବାଲେଶ୍ୱର
ଚାନ୍ଦିପୁର ସ୍ଥିତ ଗୋଳାବାରୁଦ ପରୀକ୍ଷା କେନ୍ଦ୍ରର ୨ ଜଣ କର୍ମଚାରୀ ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ ଉଭୟ କର୍ମଚାରୀଙ୍କୁ କୋଲକତାର ଏକ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ଜଣାପଡିବା ପରେ ସଂସ୍ଥାର ସମସ୍ତ କର୍ମଚାରୀଙ୍କ ଆଜି ଦିନକ ପାଇଁ ଘରେ ରହି କାମ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here