Spread the love

ଭୁବନେଶ୍ୱର: ରାଜ୍ୟର ଗ୍ରୀନ ଜୋନରେ କେବଳ ସରକାରୀ ବସ ଚଳାଚଳ କରିବ ବୋଲି ଜଣାପଡ଼ିଛି । ସରକାରଙ୍କ ସର୍ତ୍ତ ଅନୁସାରେ ବସ ଚଳାଇବା ସମ୍ଭବପର ନୁହେଁ ବୋଲି କହି ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ ଚଲାଇବା ପ୍ରସ୍ତାବକୁ ଖାରଜ କରାଯାଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱର ମଧ୍ୟରେ ଗୋଟିଏ ସରକାରୀ ବସ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ କେବଳ ସରକାରୀ କର୍ମଚାରୀ ଯିବାଆସିବା କରିବେ । ଏଥିପାଇଁ ଯାତ୍ରୀଙ୍କୁ ଦୁଇଗୁଣା ଭଡ଼ା ଦେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here