Spread the love

ଭୁବନେଶ୍ୱର
ଲକଡାଉନର ୨ ମାସ ପରେ ରାଜ୍ୟରେ ଆଜି ଠାରୁ ଘରୋଇ ବସ ସେବା ଆରମ୍ଭ ହୋଇଛି । ଆଜି ପ୍ରଥମ ବସ ବରମୁଣ୍ଡାରୁ ବୌଦ୍ଧ ଅଭିମୁଖେ ଯାଇଥିବାବେଳେ ପରେ ବ୍ରହ୍ମପୁର ଏବଂ ପରେ ବାଲୁଗାଁ ଅଭିମୁଖେ ୨ଟି ବସ ଯାତାୟତ କରିଛି । ଏହି ବସ ସେବା ଆରମ୍ଭ ହେବା ପୂର୍ବରୁ ବସକୁ ସାନିଟାଇଜ କରାଯାଇଥିଲା ଏବଂ ବସର କର୍ମଚାରୀ ଓ ଯାତ୍ରୀଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here