Spread the love

ବେଜିଂ: କରୋନା ମହାମାରୀକୁ ରୋକିବା ପାଇଁ ଏଯାଏ କୌଣସି ଔଷଧ ବାହାରିନଥିବା ବେଳେ ଚୀନ୍ର ଏକ ଔଷଧ କମ୍ପୀନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟୀକାର ମଣିଷ ଦେହରେ ଯେଉଁ ପରୀକ୍ଷା କରାଯାଇଥିଲା ତାହା ଅସଫଳ ହୋଇଥିବା ଡବ୍ଲୁ.ଟି.ଓ ପକ୍ଷରୁ କୁହାଯାଇଛି । ପରୀକ୍ଷାମୂଳକ ଭାବେ ଦୁଇ ଶହରୁ ଉଦ୍ଧ୍ୱର୍ ଲୋକଙ୍କଠାରେ ଏହି ଟୀକା ପ୍ରୟୋଗ ହୋଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରତିଶତ ଓ ଦି୍ୱତୀୟ ପର୍ଯ୍ୟାୟରେ ୧୨ ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ରିପୋର୍ଟ ଡବ୍ଲୁ.ଟି.ଓ ୱେବ୍ସାଇଟ୍ରେ ପ୍ରକାଶ ହେବା ପରେ ଟୀକା ପ୍ରସ୍ତୁତ କରିଥିବା କମ୍ପାନୀ ଏହାର ପ୍ରତିବାଦ କରିଥିଲା । ପରେ ଏହି ରିପୋର୍ଟକୁ ଡବ୍ଲୁ.ଟି.ଓ ୱେବ୍ସାଇଟ୍ରୁ ଅପସାରିତ କରିଦେଇଥିଲା ।

LEAVE A REPLY

Please enter your comment!
Please enter your name here