Spread the love

ଜଗତସିଂହପୁର: ଲକଡାଉନ ୩-୦ରେ ଜଗତସିଂହପୁର ଅଛି ଗ୍ରୀନ ଜୋନରେ । ସରକାରଙ୍କ ନିୟମାବଳୀ ଅନୁସାରେ ଏଠାରେ କେବଳ ଜାତୀୟସ୍ତରରେ ସମସ୍ତ ଜୋନ ପାଇଁ ବାରଣ କରାଯାଇଥିବା କାର୍ଯ୍ୟ ବ୍ୟତିତ ଅନ୍ୟ ସମସ୍ତ କାର୍ଯ୍ୟ ଚାଲିପାରିବ । ତେବେ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୁପ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାନ୍ଧ୍ୟଆଇନ ଲାଗୁ ହେବ । ଏଥିସହ ଜିଲ୍ଲାରେ ମଦ ବିକ୍ରୀ ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here