Spread the love

ଜଗତସିଂହପୁର: କରୋନା ମୁକ୍ତ ଜିଲ୍ଲା ଭାବେ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ଦୁଇଟି କ୍ୱାରେନଣ୍ଟାଇନ ସେଣ୍ଟରରୁ ୨୦ ଜଣ କରୋନା ସଂକ୍ରମିତ ଚିିହ୍ନଟ ହେବା ରାଜ୍ୟରେ ଆତଙ୍କ ଖେଳାଇ ଦେଇଛି । ତେବେ ସମସ୍ତ ଚିହ୍ନଟ ସଙ୍ଗରୋଧରେ ଥିବାରୁ ଭୟ କରିବାର କୌଣସି କାରଣ ନାହିଁ କିମ୍ବା ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂର ଆବଶ୍ୟକ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ଚିହ୍ନଟ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି । ନାଉଗାଁ ବ୍ଲକର ଜାମୁଗାଁ ଓ କୁଜଙ୍ଗ ବ୍ଲକର ପଣ୍ଡୁଆରୁ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here