Spread the love

କାମାକ୍ଷାନଗର
ଏକବିଂଶ ଶତାଦ୍ଦୀରେ ପାଦ ଦେଇଥିଲେ ମଧ୍ୟ ମଣିଷ ନିଜ ଚିନ୍ତାଧାରାକୁ ବଦଳେଇପାରିନି । ଏବେ ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନାଗର ବ୍ଲର କଙ୍କଡାହାଡ ଥାନା ଅନ୍ତର୍ଗତ ହରିଡାପଦର ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଏହି ଶିଶୁ କନ୍ୟାର କାନ୍ଦ ଶୁଣିବା ପରେ ଏକ ଦମ୍ପତ୍ତି ତାହାକୁ ଉଦ୍ଧାର କରି ଘରେ ରଖିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here