Spread the love

ନୂଆଦିଲ୍ଲୀ
ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ତବଲିଘି ଜମାତର ବିଦେଶୀ ସଦସ୍ୟଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କ୍ୱାରେଣ୍ଟାଇନ ଅବଧି ଶେଷ କରିଥିବା ୭୦୦ ଲୋକଙ୍କ ପାସପୋର୍ଟ ଏବଂ ବାକି ଟ୍ରାଭେଲ ଦଲିଲକୁ ପୋଲିସ ଜବତ କରିଛି । ଏମାନେ ଲକଡାଉନ ସମୟରେ ନିଜାମୁଦ୍ଦିନ ମର୍କଜର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏବେ ସେମାନେ ଦେଶ ଛାଡିଯାଇପାରିବେ ନାହିଁ । କାରଣ ପୋଲିସ ସେମାନଙ୍କ ବୟାନ ରେକର୍ଡ କରି କେଉଁ ଷଡଯନ୍ତ୍ରରେ ସେମାନଙ୍କୁ ମର୍କଜରେ ରୋକାଯାଇଥିଲା ବୋଲି ଜାଣିବାକୁ ଚେଷ୍ଟା କରିବ ।

LEAVE A REPLY

Please enter your comment!
Please enter your name here