Spread the love

ନୂଆଦିଲ୍ଲୀ
ବିଶ୍ୱରେ ପୁଣି ଏକ ମାଇଲ ଖୁଣ୍ଟ ହାସଲ କରିଛି ଭାରତ । ଦେଶ ଦୁଇ ବର୍ଷ(୨୦୨୧-୨୨) ଲାଗି ମିଳିତ ଜାତିସଂଘ ସୁର କ୍ଷା ପରିଷଦ(ୟୁଏନଏସସି)ର ନୂଆ ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଛି । ଭାରତର ପ୍ରାର୍ଥୀତ୍ୱକୁ ଏସୀୟ-ପ୍ରଶାନ୍ତ ଗୋଷ୍ଠୀ ସମର୍ଥନ କରିଥିଲେ । ଏନଏଚଆରସିରେ ୫୫ ସଦସ୍ୟ ରଷ୍ଟ୍ର ଅଛନ୍ତି । ଏଥିରେ ଚୀନ ଏବଂ ପାକିସ୍ତାନ ମଧ୍ୟ ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here