Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରରେ ସୁର କ୍ଷା ବାହିନୀର ଏନକାଉଣ୍ଟରରେ ସୋମବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।
କୁଲଗାମ ଜିଲ୍ଲାର ଖୁଦ ହାଞ୍ଜିପୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଆତଙ୍କବାଦୀ ଛପି ରହିଥିବାର ସୂଚମା ମିଳିବା ପରେ ସୁର କ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀ ସେନା ଉପରକୁ ଗୁଳିଚାଳନା କରିଥିଲେ । ପରେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଏବେ ସୁଦ୍ଧା ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here