Spread the love

ଜାମ୍ମୁ: ରବିବାର ଦିନସାରା ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ସହ ଆତଙ୍କବାଦିମାନଙ୍କ ମଧ୍ୟରେ ଗୁଳିବୀନିମୟ ଘଟି ୫ ଜଣ ଆତଙ୍କବାଦି ନିହତ ହୋଇଥିବା ଜଣାପଡିଛି । ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ ମିଳିତ ଭାବରେ ଏହି ଆକ୍ରମଣ କରିଥିଲେ । ଗୋଟେ ସ୍ଥାନରେ ଆତଙ୍କବାଦିମାନେ ଲୁଚିଥିବା ଖବର ପାଇ ସେନା ଓ ପୋଲିସ ପକ୍ଷରୁ ରୁ ଚାରିଆଡୁ ଘେରାଉ କରି ଅର୍ତକିତ ଆକ୍ରମଣ କରାଯାଇଥିଲା, ଫଳରେ ୫ ଆତଙ୍କବାଦି ନିହତ ହୋଇଛନ୍ତି । ସେଠାରେ ଆହୁରି କିଛି ଆତଙ୍କବାଦି ଲୁଚିକି ଥିବାର ସେନା ପକ୍ଷରୁ ସଂଦେହ କରାଯାଉଛି । ଏହି ଆକ୍ରମଣ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here