Spread the love

କୋଚି: କୋଝିକୋଡ଼ି କୋସବା ଥାନାରେ ଜି ଚ୍ୟାନେଲର ସାମ୍ବାଦିକ ସୁଧିର ଚୌଧୁରୀଙ୍କ ବିରୋଧରେ ଏକ ଏତଲା ରୁଜୁ କରାଯାଇଛି । ଶ୍ରୀ ଚୌଧୁରୀ ଗତ ୧୧ ତାରିଖରେ ଲଭ୍ ଜିହାଦ ଉପରେ କରିଥିବା ଏକ ବିଶ୍ଲେଷଣକୁ ନେଇ ଏଭଳି ଏତଲା ହୋଇଥିବା ଜଣା ପଡ଼ିଛି । ମୁସଲମାନ ସଂପ୍ରଦାୟର କେତେକ ଯୁବକ ଅନ୍ୟ ଧର୍ମର ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ଆତଙ୍କବାଦରେ ସାମିଲ କରୁଥିବାରୁ ସେ କିଛି ଭୁଲ କରି ନାହାନ୍ତି ବୋଲି ଶ୍ରୀ ଚୌଧୁରୀ ଜି ଟିଭିରେ ନିଜେ ଗତ ଦୁଇ ଦିନ ଧରି ସଫେଇ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here