Spread the love

ଭୁବନେଶ୍ୱର: ଜୁନ ୧୭ରେ ସ୍କୁଲ ଖୋଲିବନି । ଆଜି ଏ ସମ୍ପର୍କରେ ସୁଚନା ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ମଇ ୩୦ ତାରିଖରେ କେନ୍ଦ୍ର ସରକାର ନୁଆ ଗାଇଡ଼ଲାଇନ ଜାରି କରିଛନ୍ତି । ନୁଆ ଗାଇଡ଼ଲାଇନ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି ।

LEAVE A REPLY

Please enter your comment!
Please enter your name here