Spread the love

ନୂଆଦିଲ୍ଲୀ
ଦେଶରେ ଜୁନ ୩୦ ଯାଏଁଁ କୌଣସି ନିୟମିତ ଟ୍ରେନ ଚଳାଚଳ କରିବ ନାହିଁ । ଏଥିପାଇଁ କରାଯାଇଥିବା ଟିକେଟ ବୁକିଂକୁ ରେଳବାଇ ଗୁରୁବର ବାତିଲ କରିଦେଇଛି । ଏହି ସମୟରେ ଟିକେଟ ବୁକିଂ କରିଥିବା ଯାତ୍ରୀମାନଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ କରାଯିବ । କିନ୍ତୁ ଏହି ଅବଧିରେ ପ୍ରବାସୀ ଶ୍ରମିକଙ୍କ ଘରକୁ ୍ରଫେରାଇ ଆଣିବା ଲାଗି ନୂଆଦିଲ୍ପୀରୁ ପରିଚାଳିତ ହେଉଥିବା ସ୍ୱତନ୍ତ୍ର ଟ୍ରନେ ସେବା ଜାରି ରହିବ । ସୂଚନାଯୋଗ୍ୟ ଯେ ରେଳବାଇ ଲକଡାଉନ ପୂର୍ବରୁ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ମଧ୍ୟରେ ବୁକିଂ ହୋଇଥିବା ୯୪ ଲକ୍ଷ ଟିକେଟକୁ ବାତିଲ କରି ଯାତ୍ରୀଙ୍କୁ ୧୪୯୦ କୋଟି ଟଙ୍କା ଫେରସ୍ତ କରିଛି ।

LEAVE A REPLY

Please enter your comment!
Please enter your name here