Spread the love

ନୂଆଦିଲ୍ଲୀ: ସିବିଏସଇ ପାଠ୍ୟକ୍ରମର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ରହିଯାଇଥିବା ବିଷୟ ଗୁଡ଼ିକର ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ମାର୍ଚ୍ଚରେ ଏହି ପରୀକ୍ଷା ଆରମ୍ଭ ହୋଇଥିଲା ଓ ମାସ ଶେଷରେ କିଛି ପରୀକ୍ଷା ହେବାର ଥିଲା । ମାତ୍ର କରୋନା ଜନିତ ଲକଡାଉନ ଯୋଗୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ଜୁଲାଇ ୧ରୁ ୧୫ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here