Spread the love

ଟିଟିଲାଗଡ଼ : ସୋମବାର ସନ୍ଧ୍ୟାରେ ବିଜୟୱାଡ଼ାରୁ ଏକ ସ୍ପେଶାଲ ଟ୍ରେନରେ ୧୨ଶହ ପ୍ରବାସୀ ଶ୍ରମିକ ଆସି ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚିଛନ୍ତି । ସଂପୃକ୍ତ ଶ୍ରମିକମାନଙ୍କୁ ସିଧାସଳଖ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here