Spread the love

ବ୍ରହ୍ମପୁର: ରବିବାର ଏକ ଅଭାବନୀୟ ଘଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି । ଗର୍ଭବତୀ ପତ୍ନୀଙ୍କୁ ଧରି ଏମକେସିଜି ମେଡ଼ିକାଲକୁ ଆସିଥିବା ତାରିଣୀ ପ୍ରସାଦ ମହାପାତ୍ର ନାମକ ଜଣେ ବ୍ୟକ୍ତି ଡାକ୍ତର ସକିଲଙ୍କ କାନକୁ କାମୁଡ଼ିଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ଲେବର ରୁମ୍ ପାଖରେ ଶ୍ରୀ ମହାପାତ୍ରଙ୍କ ଏକାଧିକ ଲୋକ ରୁଣ୍ଡ ହେବା ଘଟଣାକୁ ଡାକ୍ତର ସକିଲ ବିରୋଧ କରିବାରୁ ଏଭଳି ଘଟଣା ଘଟିଥିବା ଜଣା ପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here