Spread the love

କଟକ
ଡ୍ରେନ ସଫା ଚାଲିଥିବା ସମୟରେ ଏକ ବଡଧରଣର ଅଘଟଣ ଘଟିଛି । ଜାଇକା ପକ୍ଷରୁ ବଜ୍ରକବାଟି ଛତ୍ରବଜାର ମୁଖ୍ୟ ଡ୍ରେନ ସଫା କରାଯାଉଥିବା ସମୟରେ ଏକ ଘରର ଆଗପଟ ଭୁଶୁଡି ଯାଇଛି । କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି । ଏହି ଘର ବ୍ୟତୀତ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜରଣାପଡିଛି । ତେବେ କେଉଁ କାରଣରୁ ଏଭଳି ହୋଇଛି ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here