Spread the love

ତାମିଲନାଡୁ, ଆଜି ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେପି ଅନବାଲାଗାନ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମନ୍ତ୍ରୀ କେପିଙ୍କର କୌଣସି ଲକ୍ଷଣ ନଥିଲା ଏପରି କି ତାଙ୍କ ସିଟିସ୍କାନ ରିପୋର୍ଟ ମଧ୍ୟ ସ୍ୱାଭାବିକ ରହିଥିଲେ ସୁଦ୍ଧା ହସ୍ପିଟାଲ ପକ୍ଷରୁ ତାଙ୍କର ସ୍ବାବ ନମୁନା ପରୀକ୍ଷା କରାଯାଇଥିଲା । ସନ୍ଦେହ ନ ରହିବା ପାଇଁ ଦ୍ୱିତୀୟ ଥର କରୋନା ଟେଷ୍ଟ ବେଳେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଉଲ୍ଲେଖଯୋଗ୍ୟ,ଏହାପୂର୍ବରୁ ତେଲେଙ୍ଗାନାର ଗୃହମନ୍ତ୍ରୀ ମହମ୍ମଦ ଅଲୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here