Spread the love

ନୁଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମୁତୟନ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ୧୨୨ଜଣ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପୂର୍ବ ଦିଲ୍ଲୀ ସ୍ଥିତ ସିଆରପିଏଫର ୩୧ତମ ବାଟାଲିୟନରେ ଶନିବାର ୬୮ ଯବାନ କରୋନା ସଂକ୍ରମିତ ଥିବା ଜଣାଯାଇଛି । ଏମାନଙ୍କୁ ମିଶାଇ ବାଟାଲିୟନରେ ୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିଆରପିଏଫରେ ଏପର୍ୟ୍ୟନ୍ତ ୧୨୭ ଜଣ କରୋନା ସଂକ୍ରମିତ ଥିବା ବେଳେ ଜଣକର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here