Spread the love

ନୁଆଦିଲ୍ଲୀ : ସ୍ଥାନୀୟ ଅଖିଳ ଭାରତୀୟ ଆୟୁର ବିଜ୍ଞାନ ପ୍ରତିଷ୍ଠାନର ଯକ୍ଷ୍ମା ବିଭାଗ ନିଦେ୍ର୍ଦଶକ ଜିତେନ୍ଦ୍ର ନାଥ ପାଣ୍ଡେଙ୍କର କୋଭିଡ଼-୧୯ରେ ପରଲୋକ ଘଟିଛି । ସ୍ୱର୍ଗତ ପାଣ୍ଡେ (୭୮) କରୋନା ଆକ୍ରାନ୍ତମାନଙ୍କର ଗତ କିଛି ସପ୍ତାହ ଧରି ଚିକିତ୍ସା ଦାୟିତ୍ୱରେ ଥିଲେ । ସେ ରୋଗୀମାନଙ୍କୁ ଚିକିତ୍ସା କରିବା ବେଳେ ନିଜେ କୋଭିଡ଼-୧୯ରେ ପୀଡ଼ିତ ହୋଇଥିିଲେ । ଏଭଳି ଘଟଣା ସମଗ୍ର ଭାରତର ଚିକିତ୍ସା ଜଗତରେ ଆତଙ୍କ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here