Spread the love

ଭୁବନେଶ୍ୱର: ରାଜ୍ୟର ଦୁଇ ଆଇଏସ ଅଧିକାରୀଙ୍କ ବଦଳିକୁ ସରକାର ସ୍ଥଗିତ ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳଙ୍କର ଶକ୍ତି ବିଭାଗକୁ ଓ ବିଷ୍ଣୁପଦ ସେଠୀଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ବଦଳି ହୋଇଥିଲା । ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ ବଦଳିକୁ ସ୍ଥଗିତ ରଖାଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here