Spread the love

ଭୁବନେଶ୍ୱର: କରୋନା ଜନିତ ଲକଡାଉନ ଯୋଗୁ ଦୁବାଇରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ଭୁବନେଶ୍ୱର ଆସିବ ବୋଲି ଜଣାପଡ଼ିଛି । ଦୁବାଇ ସମୟ ଅପରାହ୍ନ ୩ଟାରେ ଏହି ବିମାନ ଉଡ଼ାଣ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here