Spread the love

ନୁଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ହଜାର ପାର କରିଛି । ମଇ ୩୧ ସକାଳ ୯.୩୦ ସୁଦ୍ଧା ଦେଶରେ ମୋଟ ୫,୧୬୪ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏବେ ଭାରତରେ ମୋଟ ୮୯,୯୯୫ ଜଣ ସକ୍ରୀୟ କରୋନା ରୋଗୀ ଅଛନ୍ତି । ଏ ଯାବତ ୮୬,୯୮୪ ଜଣ ସୁସ୍ଥ ହୋଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ୧ ନମ୍ବର ସ୍ଥାନ ଅକ୍ତିଆର କରିଛି । ଉକ୍ତ ରାଜ୍ୟରେ ୨,୧୯୭ ଜଣ ପ୍ରାଣ ହରାଇଛନ୍ତି । ତା ପଛକୁ ଗୁଜୁରାଟରେ ୧୦୦୭ ଜଣ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here