Spread the love

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ୁହର୍ଷବର୍ଦ୍ଧନ କହିଛନ୍ତି । ଗତ ୭ ଦିନ ମଧ୍ୟରେ ୮୦ ଜିଲ୍ଲାରୁ କରୋନା ସଂକ୍ରମଣ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ । ଗତ ୧୪ ଦିନ ମଧ୍ୟରେ ୪୭ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ନେଇ ତଥ୍ୟ ଆସିନାହିଁ । ୨୮ ଦିନରେ ୧୭ ଜିଲ୍ଲାରେ କରୋନା ନେଇ ବି କୌଣସି ସୂଚନା ନାହଁ । ଭାରତ ଭେଣ୍ଟିଲେଟର ତିଆରି କରିବା ଆରମ୍ଭ କରିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here