Spread the love

ଭୁବନେଶ୍ୱର
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟରେ ଥିବା ନଦୀପଠାରୁ ୪ଟି ମଣିଷ ଖପୁରୀ ଜବତ ହୋଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ଲୋକେ ଗୁରୁବାର ନଦୀପଠାରେ ୪ଟି ଖପୁରୀ ପଡିଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସ ଏହି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଖପୁରି ପଡିଥିବା ସ୍ଥାନରୁ କିଛି ଦୂରରେ ପଡିଥିବା ନଡିଆ, ସିନ୍ଦୁର, କଳସ ଜବତ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ପଚରାଉଚୁର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here