Spread the love

ଯାଜପୁର
ହଠାତ ଚେକପୋଷ୍ଟରୁ ପାଣି ଛାଡିବା ଯୋଗୁଁ ଯାଜପୁର ପାଣିକୋଇଲି ଥାନା ଅଞ୍ଚଳର ଦେଇ ଯାଇଥିବା ବୈତରଣୀ ନଦୀ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇୱା ଟ୍ରକ ବୁଡିଯାଇଛି । ସୂଚନା ଅନୁଯାୟୀ ନଦୀରୁ ବାଲି ଆଣିବା ଲାଗି ଆଜି ଭୋରରୁ ଗାଡିଗୁଡିକ ଘାଟକୁ ଯାଇଥିଲେ । ତେବେ ହଠାତ ଚେକପୋଷ୍ଟରୁ ପାଣି ଛଡାଯିବ ଯୋଗୁଁ ହାଇୱା ସହିତ ବାଲା ଲୋଡିଂ ମେସିନ ମଧ୍ୟ ପାଣି ଭିତରେ ବୁଡି ରହିଛି । ଏହାର ଡ୍ରାଇଭର ଏବଂ ସହାୟକମାନେ ଜୀବନ ବିକଳର ଦୌଡି ଆସି ପ୍ରାଣ ରକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here