Spread the love

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି ଉଠାଇଥିବା ଜଣାଯାଇଛି। ଅଧିକରୁ ଅଧିକ ନମୁନା ପରୀକ୍ଷା, ପ୍ରବାସୀ ଓଡ଼ିଆଙ୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଓଡ଼ିଶା ତାଲାବନ୍ଦ ପ୍ରସଙ୍ଗ ଉଠାଇ ନାହିଁ । ମୁଖ୍ୟମନ୍ତ୍ରୀ ଛାତ୍ର, ଶ୍ରମିକ ଓ ତୀର୍ଥଯାତ୍ରୀଙ୍କ ସହଜ ଫେରିବା ଲାଗି ଜାତୀୟସ୍ତରରେ ଏକ ଏସଓପି କରିବାକୁ ଦାବି କରିଛନ୍ତି । ମେ ୩ ତାରିଖ ପରେ ଲକଡାଉନ୍ ଖୋଲିଲା ପରେ ସେମାନଙ୍କୁ ଅଣାଯିବାରେ ଅସୁବିଧା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here