Spread the love

ଭୁବନେଶ୍ୱର: ପ୍ରଖ୍ୟାତ ନାଟ୍ୟକାର ବିଜୟ ମିଶ୍ରଙ୍କର ୮୩ ବର୍ଷ ବୟସରଙ୍କ ପରଲୋକ ହୋଇଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ସେ ରାଜଧାନୀର ଏକ ଘରୋଇ ହାସପାତାଳରେ ଚିକିତ୍ସିତ ହେଉଥିଲେ । ନିଜ ରଚିତ ତଟ ନିରଞ୍ଜନ ପାଇଁ ସେ ରାଜ୍ୟ ସଙ୍ଗୀତ ନାଟକ ଅକାଦମୀ ପୁରସ୍କାର ପାଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ ।

LEAVE A REPLY

Please enter your comment!
Please enter your name here