Spread the love

ନୂଆଦିଲ୍ଲୀ: ନିତି ଆୟୋଗର ଜଣେ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଫଳରେ ଆୟୋଗର ଗୋଟିଏ ମହଲାକୁ ବିଶୋଧନ କରିବା ପାଇଁ ସିଲ କରାଯାଇଛି । ସମ୍ପୃକ୍ତ ଅଧିକାରୀ ଜଣକ ଗତ ସପ୍ତାହ ଶେଷ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଆସୁଥିଲେ । ପୂର୍ବରୁ ଏପ୍ରିଲ ୨୮ରେ ଜଣେ ନିଦେ୍ର୍ଦଶକ ସ୍ତରୀୟ ଅଧିକାରୀ ସଂକ୍ରମିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here