Spread the love

ନୁଆଦିଲ୍ଲୀ; ତିନିମାସ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗରେ ପ୍ରତ୍ୟକ୍ଷ ବୈଠକ ସୋମବାର ଅନୁଷ୍ଠିତ ହୋଇଛି । ଏଥିରେ ତିନିଜଣ ଯାକ ସଦସ୍ୟ ଭାଗ ନେଇଥିଲେ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ମାର୍ଚ୍ଚ ପ୍ରଥମ ସପ୍ତାହରେ ଛୁଟି ନେଇ ବୁଲିବାକୁ ଆମେରିକା ଯାଇଥିଲେ । ମାତ୍ର କରୋନା ଯୋଗୁ ସେ ସେଠାରେ ଅଟକ ରହିଥିଲେ । ସେ ନିକଟରେ ଭାରତ ଫେରି ସଙ୍ଗରୋଧରେ ଥିଲେ । ଏଥିପାଇଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଗ ବୈଠକ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here