Spread the love

ମୁମ୍ବାଇ: ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ପ୍ରକୋପରୁ ମୁମ୍ବାଇ ମହାନଗରୀ ରକ୍ଷା ପାଇଛି । ଆଲିପୁରଠାରେ ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଛି ଓ ପବନର ବେଗ ମଧ୍ୟ କମିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ମଧ୍ୟ ମୁମ୍ବାଇରେ ସତର୍କତା ଅବଲମ୍ବନ କରାଯାଇଛି ।

LEAVE A REPLY

Please enter your comment!
Please enter your name here