Spread the love

ଭୁବନେଶ୍ୱର: ଗ୍ରୀନ ଜୋନରେ ଥିବା ନୟାଗଡ଼ କରୋନା ତାଲିକାରେ ଯୋଡ଼ି ହୋଇଛି । ଜଣେ ୪୦ବର୍ଷୀୟ ସୁରତ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁରତରୁ ଫେରି ସେ ସଙ୍ଗରୋଧରେ ଥିଲେ । ସେହିପରି ଗଞ୍ଜାମର ଆଉ ଜଣେ ୨୬ବର୍ଷୀୟ ସୁରତ ଫେରନ୍ତା ଯୁବକଙ୍କୁ ମିଶାଇ ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଞ୍ଜାମରେ ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୫ଜଣ ଶନିବାର ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here