Spread the love

ଯାଜପୁର
ପରିବା ଗାଡିରେ ମଦ ଚାଲାଣ ହେଉଥିବାବେଳେ ଚଢଉ ହୋଇଛି । ଯାଜପୁର ଅବକାରୀ ବିଭାଗ ପ କ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମଦ ଗୁଡିକ ବିିଭିନ୍ନ ବ୍ରାଣ୍ଡର ହୋଇଥିବା ଜଣାପଡିଛି । ଏହାର ଆନୂମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ପଶ୍ଚିମବଙ୍ଗରୁ ପରିବା ଗାଡିରେ ଏହି ମଦ ପେଟି ଗୁଡିକ ଆସୁଥିଲା । ଏହି ଘଟଣାରେ ଗାଡିର ଡ୍ରାଇଭରକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here