Spread the love

ନୂଆଦିଲ୍ଲୀ
ଦିଲ୍ଲୀ ସ୍ଥିତ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥା(ଏମ୍ସ)ର ୧୧ ଜଣ ସ୍ୱାସ୍ଥକର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ରେସିଡନସିଆଲ ଡାକ୍ତର ସାମିଲ ଅଛନ୍ତି । ଏହାକୁ ମିଶାଇ ଏମ୍ସର ମୋଟ ୨୦୬ କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହେଲେଣି । ଏମ୍ସ ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨ ପ୍ରଫେସର, ୧୦ ରେସିଡେନସିଆଲ ଡାକ୍ତର,ନର୍ସ ୨୬ ଜଣ, ଟେକ୍ନିସିଆନ ୯,ମେସ କର୍ମଚାରୀ ୫,ହସ୍ପିଟାଲ ଆଟେଣ୍ଡାଣ୍ଟ ୧୯ ଜଣ, ସାନିଟାଇଜର କର୍ମଚାରୀ ୩୪ ଜଣ ଏବଂ ୬୯ ଜଣ ଗାର୍ଡ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୫୦ ଜଣ ସୁସ୍ଥ ହୋଇ ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here