Spread the love

କଟକ
ଆଜି ଜିଲ୍ଲାରୁ ୨୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କଟକ ସହରର ୩ ଜଣ ସାମିଲ ଅଛନ୍ତି । ଦେଉଳସାହିରୁ ଏବଂ ସିଦେ୍ଧଶ୍ୱର ସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେମାନେ ପଜିଟିଭ କେସ ସଂସ୍ପର୍ଶରେ ଆସି ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହା ବ୍ୟତୀତ ପେଡ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସମସ୍ତଙ୍କୁ କୋଭିଡ ଅଶ୍ୱିନ ହସ୍ପିଟାଲକୁ ପଠାଇ ଦିଆଯାଇଛି ଏବଂ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ।

LEAVE A REPLY

Please enter your comment!
Please enter your name here