Spread the love

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ର ୨ ଜଣ ସାମିଲ ଅଛନ୍ତି । ଏହି ୨ ଜଣ ପଟିଆ ଅଞ୍ଚଳର ଏବଂ ଗୋଟିଏ ପରିବାର । ଜଣେ ୪୦ ବର୍ଷୀୟ ପୁରୁଷ ଏବଂ ୮ ବର୍ଷୀୟ ବାଳିକା ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ଦିଲ୍ଲୀରୁ ଫେରି ଘରେ ସଂଗରୋଧ ରେ ଥିଲେ । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here