Spread the love

ଭୁବନେଶ୍ୱର
ରାଜ୍ୟର ପୁଣି ୧୭ ଜଣ କରୋନା ରୋଗୀ ସୋମବାର ସୁସ୍ଥ ହୋଇଛନ୍ତି। କରୋନା ରିପୋର୍ଟ ନେଗେଟିଭଏ ଆସିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ଭିତରେ ସୁନ୍ଦରଗଡର ୭ ,ଖୋର୍ଦ୍ଧାର ୫, ଭଦ୍ରକର ୩ ଏବଂ ବାଲେଶ୍ୱରର ୨ ଜଣ ସାମିଲ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟର ମୋଟ ୮୫ ରୋଗୀ ସୁସ୍ଥ ହେଲେଣି।

LEAVE A REPLY

Please enter your comment!
Please enter your name here