Spread the love

ପୁରୀ
ଲକଡାଉନର ଦୀର୍ଘ ଦୁଇ ମାସ ପରେ ଆଜି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଆରମ୍ଭ କରିିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ପୁରୀ ଜିଲ୍ଲାପଳଙ୍କ ନେତୃତ୍ୱରେ ଆଜି ଶ୍ରମନ୍ଦିର ଉତ୍ତର ଦ୍ୱାରରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ସେହି ପାଶ୍ୱର୍ରେ ଥିବା ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here