Spread the love

ପୁରୀ: କରୋନା ଯୋଗୁ ସମଗ୍ର ବିଶ୍ୱରେ ତାଲାବନ୍ଦ ପାଳନ କରାଯାଉଥିଲା ବେଳେ ଗଞ୍ଜେଇ ମାଫିଆ କିନ୍ତୁ ନିଜ ବ୍ୟବସାୟ ଚାଲୁ ରଖଛନ୍ତି । ମଙ୍ଗଳବାର ପୁରୀକୁ ଏକ କାରରେ ଗଞ୍ଜେଇ ଆସୁଥିବା ଖବର ପାଇ ଅବକାରୀ କର୍ମଚାରୀ ଷଣ୍ଢପୁରଠାରେ ଏକ କାର ସହ ୪୪ କିଲୋ ଗଞ୍ଜେଇ ଜବତ କରିଛନ୍ତି । ଏଥିସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦେବାଶୀଶ ସ୍ୱାଇଁ ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here