Spread the love

ଭୁବନେଶ୍ୱର: ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କର ଆଜି ଭୁବନେଶ୍ୱରରେ ପରଲୋକ ଘଟିଛି
ଭଦ୍ରକ ଲୋକସଭାରୁ ୭ଥର ସେ ନିର୍ବାଚିତ ହୋଇଥିଲେ । ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କର ପରଲୋକ ଖବର ତାଙ୍କ ପୁଅ ଅଭିମନ୍ୟୁ ସେଠୀ ପ୍ରଦାନ କରିଛନ୍ତି । ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଦାନମନ୍ତ୍ରୀତ୍ୱ କାଳରେ ଅର୍ଜୁନ ସେଠୀ ଜଳସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ସେଠୀଙ୍କର ୭୯ ବର୍ଷ ବୟସରେ ପରଲୋକ ଘଟିଥିବାବେଳେ ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଠ ନେତା ଗଭୀର ଶୋକପ୍ରକାଶ କରଛନ୍ତି ।

LEAVE A REPLY

Please enter your comment!
Please enter your name here