Spread the love

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାର ହୁରେପାଲ ଓ ବେଛାପାଲ ପାହାଡ଼ ମଝିରେ ଥିବା ଜଙ୍ଗଲରେ ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଦାସରୁ ପୁନେମ ନାମକ ଜଣେ ଇନାମୀ ନକ୍ସଲ କମାଣ୍ଡରର ମୃତ୍ୟୁ ହୋଇଛି । ଦାସରୁ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେ ନକ୍ସଲ ସଙ୍ଗଠନର ମିଲିଟାରୀ କମାଣ୍ଟର ସଦସ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here