Spread the love

ନୂଆଦିଲ୍ଲୀ: କରୋନା ସମୟରେ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର ମୁକାବିଲା ଓଡ଼ିଶାବାସୀ ସାହାସର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଜ୍ୟ ସରକାର ଓ ପ୍ରଶାସନକୁ ପ୍ରଶଂସା କରି ମୋଦି କହିଲେ ବଳିଷ୍ଠ ନେତୃତ୍ୱ ଯୋଗୁ ରାଜ୍ୟବାସୀ ଏକ ସମୟରେ ଦୁଇଟି ବିପର୍ଯ୍ୟୟର ମୁକାବିଲା ସଫଳତାର ସହ କରିପାରିଛନ୍ତି । ଟ୍ୱିଟ ଯୋଗେ ସେ ଓଡ଼ିଶା ସରକାରଙ୍କ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here