Spread the love

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ବାହାର ରାଜ୍ୟରୁ ଆସି ନିଜନିଜ ଅଞ୍ଚଳରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁ ଓଡ଼ିଆ ଶ୍ରମିକ ରାଜ୍ୟରେ ସଙ୍ଗରୋଧରେ ରହିବେ ସେମାନଙ୍କୁ ୨୦୦୦ଟଙ୍କା ପ୍ରୋତ୍ସାହନ ଭତ୍ତା ଦେବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ । ତେବେ ନିକଟରେ ସଙ୍ଗରୋଧରେ ଥିବା ଶ୍ରମିକ ଘରକୁ ଫେରିଲା ବେଳେ ସେମାନଙ୍କୁ ଏହି ଅର୍ଥ ଦିଆନଯିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here