Spread the love

ବୁର୍ଲା
କିଛି ଦିନ ତଳେ ଝାରସୁଗୁଡାର ଲହଣ୍ଡାବୁଡାରେ ଗୋଟିଏ ପରିବାରର ୫ ସଦସ୍ୟ ଫିନାଇଲ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆଜି ସେହି ପରିବାରର ଆଉ ଜଣେ ଝିଅ ବନ୍ଦିତା ବିଶ୍ୱାଳ ମୃତ୍ୟୁବରଣ କରିିଛନ୍ତି । ଏହା ପୂର୍ବରୁ ଗତ କାଲି ୨ ଜଣ(ମା ପୁଷ୍ପାଞ୍ଜଳି ବିଶ୍ୱାଳ ଏବଂ ଝିଅ ପିଙ୍କି ବିିଶ୍ୱାଳ)ଙ୍କର ମୃତ୍ୟୁ ହୋଇଥିଲା । ବୁଧବାର ବଡପୁଅ ଶ୍ରୀକାନ୍ତ ବିଶ୍ୱଳଙ୍କ ମୃତ୍ୟୁ ଘଟିଥିଲା । ଏବେ ଝିଅ ଲିଲି ବିଶ୍ୱାଳ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here