Spread the love

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ଓ କନୌଜରେ ବଜ୍ରପାତ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଗତକାଲି କାଳବୈଶାଖି ବର୍ଷା ଓ ବଜ୍ରପାତ ଲାଗିରହିଥିଲା । ରାଜ୍ୟ ସରକାର ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here