Spread the love

ଭୁବନେଶ୍ୱର
ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ୩ ମିନିଟ ଭିତରେ ଗାଇବାକୁ ପଡିବ । ଏନେଇ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୁର,ଲୟ, ତାଳ କ’ଣ ରହିବ ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ । ଏ ବିସ୍ତୃତ ଖସଡା ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବ । ଏବେ ସୁଦ୍ଧା ୯ଟି ରାଜ୍ୟ ସେମାନଙ୍କ ରାଜ୍ୟ ସଙ୍ଗୀତ ପ୍ରଣୟନ କରିଛନ୍ତି । ସେମାନଙ୍କ ଦଣ୍ଡ ବିଧି ଅନୁଧ୍ୟାନ କରିବା ପରେ ଦଣ୍ଡ ବିଧାନ ନେଇ ନିଷ୍ପତ୍ତି ନିଆଯିବ ।

LEAVE A REPLY

Please enter your comment!
Please enter your name here