Spread the love

ଭୁବନେଶ୍ୱର : ରାଜ୍ୟରେ ଘରୋଇ ବସ ଚାଲିବା ନେଇ ବୁଧବାର ନିଷ୍ପତ୍ତି ହେବ ବୋଲି ଘରୋଇ ମାଲିକ ସଂଘ ସହ ମଙ୍ଗଳବାର ରାଜ୍ୟ ସରକାରଙ୍କର ହୋଇଥବା ଆଲୋଚନା ପରେ କୁହାଯାଇଛି । ଘରୋଇ ବସ ମାଲିକ ସଂଘ ସହ ରାଜ୍ୟ ପରିବହନ ବିଭାଗର ହୋଇଥିବା ଆଲୋଚନା ପରେ ସଂଘ କର୍ମକର୍ତ୍ତା ଦେବେନ୍ଦ୍ର ସାହୁ କହିଛନ୍ତି । ମୁଖ୍ୟତ ମାଲିକ ସଂଘ ପକ୍ଷରୁ ଉପସ୍ଥାପ୍ଖଚ୍ଛ ୩ ଟି ଦାବି ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ମାଲିକ ସଂଘ ପକ୍ଷରୁ ଭଡ଼ା ବୃଦ୍ଧି , ରୋଡ଼ ଟିକସ ଓ ଇନସ୍ୟୁରାନ୍ସ ଛାଡ଼ ଆଦି ବିଷୟରେ ଦାବି ଉପସ୍ଥାପିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here