Spread the love

ନୂଆଦିଲ୍ଲୀ: କରୋନା ଯୋଗୁ ବାଲାଂଦେଶରେ ଅଟକି ଥିବା ୧୬୮ ଭାରତୀୟ ଛାତ୍ରଛାତ୍ରୀ ଶୁକ୍ରବାର ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ସିଧା ଶ୍ରୀନଗରରେ ଅବରତଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧକୁ ନିଆଯାଇଥିଲା । ବାଂଲାଦେଶରେ ଅବସ୍ଥାପିତ ହାଇକମିଶନର ରିଭା ଗାଙ୍ଗୁଲି ଦାସ କହିଛନ୍ତି ଯେ ପ୍ରଥମ ଦଫାରେ ୧୬୮ ଛାତ୍ରଛାତ୍ରୀ ଘରକୁ ଫେରିଛନ୍ତି । ବଳକା ଛାତ୍ରଛାତ୍ରୀ ଅପରେସନ ବନେ୍ଦ ଭାରତ- ସ୍ୱଗୃହ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମରେ ଘରକୁ ଫେରିବେ ।

LEAVE A REPLY

Please enter your comment!
Please enter your name here