Spread the love

ଭୁବନେଶ୍ୱର: କରୋନା ଏବେ ବାଣିବିହାରକୁ ବ୍ୟାପିଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ରହୁଥିବା ଫିଲୋସଫି ବିଭାଗର ଜଣେ ପ୍ରଫେସରଙ୍କ ସମ୍ପର୍କୀୟଙ୍କୁ କରୋନା ହେବାପରେ ଏହି ବିଭାଗ ସହ ଇଂରାଜୀ ଓ ଅର୍ଥନିତୀ ବିଭାଗକୁ ସିଲ୍ କରାଯାଇଛି । କରୋନା ଅକ୍ରାନ୍ତଙ୍କ ସମ୍ପର୍କୀୟ (ପ୍ରଫେସର) ଜଣକ ଏହି ତିନୋଟି ବିଭାଗରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here